ମହାମେଣ୍ଟରେ ଯୋଗଦେବା ନିଷ୍ପତ୍ତି ପାଇଁ ଅଧିକ ସମୟ ଆବଶ୍ୟକ: ନବୀନ ପଟ୍ଟନାୟକ

Need more time to decide on Mahagathbandhan: Naveen Patnaik

 Published : ଓଡିଶା ସନ୍ ଟାଇମ୍ସ

/  

08-Jan-2019  

ଲୋକସଭା ନିର୍ବାଚନ ଆଗରୁ ବିରୋଧି ଦଳର ମହାମେଣ୍ଟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେବାକୁ ଅଧିକ ସମୟ ଆବଶ୍ୟକ ବୋଲି ଦିଲ୍ଲୀରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଛନ୍ତି।

Other News