ସଭାପତିଙ୍କ ନିର୍ଦ୍ଦେଶ, ବିଜେଡି ନେତାମାନେ ପାର୍ଟି ପାଇଁ ପୂର୍ଣ୍ଣ ପ୍ରାଣରେ କାମକର

Party president asks BJD leaders to work wholeheartedly for the party

 Published : ଟାଇମ୍ସ ଅଫ ଇଣ୍ଡିଆ

/  

30-Jul-2017  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିବାକୁ ଦଳର ନେତା ମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଦଳୀୟ ପର୍ଯ୍ୟବେକ୍ଷକ ମାନଙ୍କୁ  ୨୦୧୯ ମସିହାର ବିଧାନସଭା ଓ ସାଧାରଣ ନିର୍ବାଚନକୁ ଦୃଷ୍ଟିରେରଖି ଦଳର ସଭାପତି ଶ୍ରୀ ପଟ୍ଟନାୟକ ପର୍ଯ୍ୟବେକ୍ଷକଙ୍କ ପାଇଁ ଦୁଇଟି ମୁଖ୍ୟ କାର୍ଯ୍ୟସୂଚୀ ରଖିଛନ୍ତି। ଗୋଟିଏ ହେଲା ବିରୋଧୀ ଦଳ ପକ୍ଷରୁ କରାଯାଉଥିବା ଅପପ୍ରଚାରକୁ ତୀବ୍ର ବିରୋଧ କରିବା ଏବଂ ଅନ୍ୟଟି ହେଉଛି ରାଜ୍ୟ ସରକାରଙ୍କର ଜନମଙ୍ଗଳ କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବ। ଏହି କ୍ଷେତ୍ରରେ ଦଳର ନେତାମାନେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ସଭାପତି ଦଳର ନେତା ମାନଙ୍କୁ ଆହ୍ବାନ ଦେଇଥିଲେ।

Other News