କ୍ରୀଡାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ରାଜ୍ୟର ମାନ୍ୟତା

Odisha bagged ‘Best State’ award for promotion of sports

 Published : ଓଡ଼ିଶା ସନ୍ ଟାଇମ୍ସ

/  

14-Feb-2019  

ଓଡିଶାରେ ବିଶ୍ବ କପ ପୁରୁଷ ହକି ସଫଳତାର ସହ ଅନୁଷ୍ଠିତ ହୋଇ ଥିବାରୁ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ କ୍ରୀଡା ରାଜ୍ୟର ମାନ୍ୟତା, ସ୍ପୋର୍ଟଷ୍ଟାର ଏସିଇ ସମ୍ମାନ-୨୦୧୯ ପ୍ରଦାନ କରାଯାଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଆୱାର୍ଡ ଭାରତର ଚେସ ଗ୍ରାଣ୍ଡମାଷ୍ଟର ବିଶ୍ବନାଥ ଆନନ୍ଦଙ୍କ ଠାରୁ ମୁମ୍ବାଇର ତାଜମହଲ ପ୍ୟାଲେସର କ୍ରିଷ୍ଟାଲ ପ୍ୟାଲେସ ହଲରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଗ୍ରହଣ କରିଛନ୍ତି।

Other News