ଟ୍ବିଟରରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅନୁଗାମୀ ସଂଖ୍ୟା ୧ ନିୟୁତ ଟପିଲା

Odisha CM has 1-million followers on Twitter

 Published : ଟାଇମ୍ସ ଅଫ ଇଣ୍ଡିଆ

/  

09-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟରରେ ଅନୁଗାମୀଙ୍କ ସଂଖ୍ୟା ଏକ ନିୟୁତ ଅତିକ୍ରମ କରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଅନୁଗାମୀ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବଦ ଜଣାଇଛନ୍ତି ।

Other News