ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜରେ ୨୧ ଟି ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ କଲେ

CM inaugurated 21 welfare projects in Mayurbhanj

 Published : ଓଡ଼ିଶା ସନ୍ ଟାଇମ୍ସ

/  

03-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ରାଇରଙ୍ଗପୁର ଠାରେ ୨୧ ଜନମଙ୍ଗଳ ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି। ଗସ୍ତକାଳରେ ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଇରଙ୍ଗପୁର ଏବଂ କରଞ୍ଜିଆଠାରେ ୨୧ ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏତଦ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ  ୯୬୦.୩୪ କୋଟି ଟଙ୍କାର ୧୫ ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Other News