ପ୍ରଧାନମନ୍ତ୍ରୀଙ୍କୁ ଚିଠି କେଇଲା ଗଛିତଥିବା ରାଜ୍ୟ ଗୁଡିକୁ ଯୁକ୍ତିଯୁକ୍ତ ଭାବେ ଅକ୍ଷୟଶକ୍ତି ଉତ୍ପାଦନର ସୁଯୋଗମିଳୁ

Coal bearing states should be assigned reasonably for renewable power obligation

 Published : ଓଡିଶା ନିୟୁଜ ୩୬୦

/  

31-Aug-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ କେଇଲା ଗଛିତ ଥିବା ରାଜ୍ୟ ଗୁଡିକୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଯୁକ୍ତି ଯୁକ୍ତ ସୁଯୋଗ ପ୍ରଦାନ କରାଯାଉ। ମୁଖ୍ୟମନ୍ତୀ ଦର୍ଶାଇଛନ୍ତି ଯେ,କେଇଲାଗଛିଥିବା ରାଜ୍ୟ ଗୁଡିକଉପରେ ଅଧିକ ପରିମାଣରେ କୁପ୍ରଭାବ ପଡୁଛି। ଖଣି ନିକଟରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକର ଉତ୍ତାପ,ଧୂଳିକଣା ଏବଂଧୁଆଁର କୁପ୍ରଭାବ ସେହିସବୁ ରାଜ୍ୟ ଉପରେ ପଡୁଛି। ତେଣୁ ସେହିସବୁ ରାଜ୍ୟଗୁଡିକୁ ଯୁକ୍ତିସଂଗତ ଭାବେ ଅକ୍ଷୟଶକ୍ତି ଉତ୍ପାଦନର ସୁଯୋଗ ପ୍ରଦାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଯୁକ୍ତିଦର୍ଶାଇଛନ୍ତି।

Other News