ମୁଖ୍ୟମନ୍ତ୍ରୀ କାଳିଆ ବୃତ୍ତି ପୋର୍ଟାଲର ଶୁଭାରମ୍ଭ କଲେ

CM launched Kalia scholarship portal

 Published : ଟାଇମ୍ସ ଅଫ ଇଣ୍ଡିଆ

/  

20-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ବୃତ୍ତିର ଲୋଗୋ ଓ ୱେବସାଇଟକୁ ସଚିବାଳୟରେ  ଶୁଭାରମ୍ଭ କରିଛନ୍ତି।  କାଳିଆ ଯୋଜନାରେ ଉପଭୋକ୍ତାଙ୍କ ପିଲାମାନଙ୍କ ଉଚ୍ଚ ଓ ବୈଷୟିକ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଯୋଜନାରେ ବ୍ୟବସ୍ଥା ରହିଛି।

Other News