ସ୍ବତନ୍ତ୍ର ସ୍ପର୍ଶ ଦିଆଯାଇଥିବା କଳିଙ୍ଗ ଷ୍ଟାଡିୟମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

CM inaugurates renovated Kalinga Stadium

 Published : ଓରିଶାପୋଷ୍ଟ

/  

02-Jul-2017  

୨୨ ତମ ଏସିଆନ୍ ଆଥଲେଟିକ୍ସ ପାଇଁ ପୁନରୁଦ୍ଧାର ଓ ସ୍ବତନ୍ତ୍ର ସ୍ପର୍ଶ ଦିଆଯିବା ପରେ କଳିଙ୍ଗ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଉଦଘାଟନ କରିଛନ୍ତି। ଏହି ଷ୍ଟାଡିୟମରେ ଏସିୟ ଦୌଡକୁଦ ପ୍ରତିଯୋଗିତା ଜୁଲାଇ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Other News