ମୁଖ୍ୟମନ୍ତ୍ରୀ କଲେ ସ୍ମାର୍ଟ ଜନପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା

CM Naveen Patnaik took on-site stock of Smart Janpath

 Published : ଇଣ୍ଡିଆନ ଏକ୍ସପ୍ରେସ

/  

16-Jun-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ମାଣାଧୀନ ସ୍ମାର୍ଟ ଜନପଥ ପ୍ରକଳ୍ପ ପରିଦର୍ଶନରେ ଯାଇ ସମୀକ୍ଷା କରିଛନ୍ତି । ନିର୍ମାଣ ପ୍ରକଳ୍ପ ନିର୍ଦ୍ଧାରୀତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପର ଅଗ୍ରଗତି ଏବଂ ଏହାଦ୍ବାରା ନାଗରୀକମାନେ କିପରି ଭାବେ ଉପକୃତ ହେବେ ସେ ବିଷୟରେ ଅନୁଧ୍ୟାନ କରିଥିଲେ ।

Other News