ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ପାଇଁ ବୁଝାମଣ। ସ୍ଵାକ୍ଷାରିତ

MoUs inked for growth of fisheries, animal husbandry sector

 Published : ଟାଇମ୍ସ ଅଫ ଇଣ୍ଡିଆ

/  

16-Apr-2017  

ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ଅଭିବୃଦ୍ଧି ପାଇଁ ଦୁଇଟି ସଙ୍ଗଠନ ସହିତ ଦୁଇଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି l ଏହା ଫଳରେ ମତ୍ସ୍ୟ ଚାଷ ଓ ପଶୁ ପାଳନ କରୁଥିବା ବ୍ୟକ୍ତି ମାନେ ଉପକୃତ ହେବେ l

Other News