Published : ଓଟିଭି
25-Oct-2017
ଓଡିଶାରୁ ଦାଦନ ରୋକିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ବ ନିଷ୍ପତ୍ତି ନେଇଛନ୍ତି। ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାପାଇଁ ୧୩୪ କୋଟି ଟଙ୍କାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।