ବାତ୍ୟା ବିପନ୍ନଙ୍କ ଜୀବନ ଜିବୀକା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ବତନ୍ତ୍ର ସହାୟତା

CM announced package for livelihood support

 Published : ଓଡ଼ିଶା ସନ୍ ଟାଇମ୍ସ

/  

12-May-2019  

ଫନୀ ବାତ୍ୟା ବିପନ୍ନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଅଣଜଳ ସେଚିତ ଜମି ପାଇଁ ହେକ୍ଟର ପ୍ରତି ୧୩ହଜାର ୫୦୦ ଟଙ୍କା କରି ୬୮୦୦ ହେକ୍ଟର ଅଣଜଳସେଚିତ ଜମିର ମାଲିକ ମାନଙ୍କୁ ସହାୟତା ପ୍ରଦାନ କରାଯିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପ୍ରତି ୧୮୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି କ୍ଷତିଗ୍ରସ୍ତ ପାନ ଚାଷୀ ମାନଙ୍କୁ ୧୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ଏବଂ ଛତୁ ଚାଷୀ ମାନଙ୍କୁ ପ୍ରତି ସେଡ୍ ନିମାର୍ଣ କରିବା ପାଇଁ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ।

Other News