ଦଳର ସାଂସଦ ଭତ୍ତୃହରି ମହାତାବଙ୍କୁ ମିଳିବ ସର୍ବଶ୍ରେଷ୍ଠ ସାଂସଦ ସମ୍ମାନ

Party’s Bhartruhari Mahatab bagged most outstanding MP award

 Published : ଓଡିଶା ସନ୍ ଟାଇମ୍ସ

/  

29-Jan-2018  

ଦଳର ସାଂସଦ ଶ୍ରୀ ଭର୍ତ୍ତୃହରି ମହାତାବଙ୍କୁ  ୨୦୧୭ ବର୍ଷର ସର୍ବଶ୍ରେଷ୍ଠ ସାଂସଦ ଭାବେ ସମ୍ମାନୀତ କରାଯିବ। ଭାରତୀୟ ସଂସଦୀୟ ଦଳ( ଇଣ୍ଡିଆନ୍ ପାର୍ଲ୍ଲାମେଣ୍ଟାରୀ ଗ୍ରୁଫ) ଏହି ଘୋଷଣା କରିଛନ୍ତି। ଲୋକସଭା ସଦସ୍ୟ ଶ୍ରୀ ମହାତାବ କଟକ ଆସନରୁ  ଲୋକସଭାରେ ପ୍ରତିନିଧିତ୍ବ କରୁଛନ୍ତି। ତାଙ୍କର ଅଭିଜ୍ଞତା, ଭାଷଣ ଦେବାର ଚାତୁରୀ ଏବଂ ସେ ଲୋକସଭାରେ ଉଠାଉ ଥିବା ପ୍ରସଙ୍ଗ ଗୁଡିକ ଉପରେ ତଥ୍ୟ ଭିତ୍ତିକ ଜ୍ଞାନକୁ ଆଧାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି।

Other News