ରାଜ୍ୟ ସରକାର ଭିନ୍ନକ୍ଷମ କର୍ମଚାରୀଙ୍କୁ ମାସିକ ୩୫୦ ଟଙ୍କା ଯାତାୟତ ଭତ୍ତା ପ୍ରଦାନ କରିବେ

www.odishasuntimes.com/odisha-govt-to-provide-rs-350-monthly-ta-to-physically-challenged-employees/

 Published : ଓଡିଶା ସନ୍ ଟାଇମ୍ସ

/  

17-Jun-2017  

ରାଜ୍ୟ ସରକାର ଭିନ୍ନକ୍ଷମ କର୍ମଚାରୀ ମାନଙ୍କୁ ମାସିକ ୩୫୦ ଟଙ୍କା ଯାତାୟତ ଭତ୍ତା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହା କେବଳ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେଉଥିବା ବେଳେ ଏବେ ବିଭିନ୍ନ ୱାର୍କଚାର୍ଜଡ୍ କର୍ମଚାରୀଙ୍କ ପାଇଁ ଏହା ଲାଗୁହେବ।

Other News