Published : ଓଟିଭି
/04-Dec-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ରାହ୍ମଣୀ ନଦୀ ଉପରେ ରାଉରକେଲା ଠାରେ ଦ୍ବିତୀୟ ସେତୁ ନିର୍ମାଣ ନେଇ କେନ୍ଦ୍ର ଉପରେ କଡା ଅଭିମୁଖ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ବ୍ରାହ୍ମଣୀ ସେତୁ ନିର୍ମାଣ ସମ୍ପର୍କରେ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ସରକାର ଯଦି ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ନକରନ୍ତି, ତେବେ ରାଜ୍ୟସରକାର ନିଜସ୍ବ ଅର୍ଥରେ ଏହି ସେତୁ ନିର୍ମାଣ କରିବକୁ ବାଧ୍ୟହେବେ।