ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରକୁ ଚିଠି ରେଳଷ୍ଟେସନର ପୁର୍ନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କର

CM writes to centre restart railway stations

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

25-Dec-2016  

ଓଡିଶାରେ ରେଳବାଇ ଭିତ୍ତିଭୂମିର ବିକାଶ ପାଇଁ ଆସନ୍ତା ବଜେଟରେ ୫୮୭୦ କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିବାକୁ କେନ୍ଦ୍ର ନିକଟରେ ଦୁଇଦିନ ପୂର୍ବରୁ ଦାବୀକରିବା ପରେ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ପାରଳାଖେମୁଣ୍ଡି ଏବଂ କାଶିନଗର ରେଳ ଷ୍ଟେସନର ପୁର୍ନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବୀକରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ସ୍ଥାନ ଦୁଇଟିର ଐତିହାସିକ ଗୁରୁତ୍ବ ରହିଛି। ତେଣୁ ଏହାର ପୁନଃ ନିର୍ମାର ଆବଶ୍ୟକତା ରହିଛି।

Other News