Published : ଓଡ଼ିଶାବାଇଟ୍ସ
/06-Mar-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର ପଥରଚିପା ପଡିଆରେ ମିଶନଶକ୍ତି ସମାରୋହରେ ଉଦବୋଧନ ଦେବା ସହିତ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଅଂଶଧନ ବାବଦରେ ବିଭିନ୍ନ ଗୋଷ୍ଠୀଙ୍କୁ ଅର୍ଥପ୍ରଦାନ କରିଥିଲେ।