ଓଡିଶା- ଏସ ଏ ଆଇ ଆଞ୍ଚଳିକ ବ୍ୟାଡମିଣ୍ଟନ୍ ଏକାଡେମି ଉଦ୍ଘାଟିତ

Odisha-SAI Regional Badminton Academy inaugurated

 Published : ଟାଇମ୍ସ ଅଫ ଇଣ୍ଡିଆ

/  

16-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡିଶା-  ଭାରତୀୟ କ୍ରୀଡା ପ୍ରାଧିକରଣ (ଏସ ଏ ଆଇ)ର ଆଞ୍ଚଳିକ ବ୍ୟାଡମିଣ୍ଟନ୍ ଏକାଡେମିକୁ ସହିଦ ନଗର ସ୍ଥିତ  ଇନଡେର ହଲଠାରେ ସୋମବାର ଦିନ ଉଦଘାଟନ କରିଛନ୍ତି। ଓଡିଶା ସମେତ ସମଗ୍ର ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଖେଳାଳୀ ମାନଙ୍କୁ ଜାତୀୟ ଓ ଆର୍ନ୍ତଜାତୀୟ ଟୁଣ୍ଣାମେଣ୍ଟ ପାଇଁ ତାଲିମ ପ୍ରଦାନ କରିବାରେ ଏହି ଏକାଡେମୀ ସହାୟକ ହେବ।

Other News