Published : ଓଡ଼ିଶା ସନ୍ ଟାଇମ୍ସ
12-Feb-2019
କାଳିଆଯୋଜନାରେରାଜ୍ୟରଭୂମିହୀନଚାଷୀଙ୍କୁଫେବୃୟାରୀ୧୫ତାରିଖରେମିଳିବଆର୍ଥକସହାୟତାବୋଲିରାଜ୍ୟକୃଷିବିଭାଗରପ୍ରମୁଖଶାସନସଚିବସୌରଭଗର୍ଗସୂଚନାଦେଇଛନ୍ତି।ଏହିପର୍ଯ୍ୟାୟରେପ୍ରତ୍ୟେକଭୂମିହୀନଚାଷୀଙ୍କୁ୫ହଜାରଟଙ୍କାକରିସେମାନଙ୍କରବ୍ୟାଙ୍କଖାତାରେଡିବିଟିମୋଡରେଜମାକରାଯିବ।ଏଥିରେ୪.୫ଲକ୍ଷଭୂମିହୀନଚାଷୀଉପକୃତହେବେ।