ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳ ପ୍ରକଳ୍ପ ପାଇଁ ନିଜ ପ୍ରିୟ ଯୋଜନାରେ ୨୯.୫୦ କୋଟି ଟଙ୍କା ମଞ୍ଜୁର କଲେ

CM approved rural projects worth Rs 29.50 crore under his pet scheme

 Published : ଟାଇମ୍ସ ଅଫ ଇଣ୍ଡିଆ

/  

23-May-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୧୦୮ ଟି ପଞ୍ଚାୟତର ବିକାଶ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୨୯. ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ କଥା ହୋଇ ୧୦ଲକ୍ଷ ଟଙ୍କା ମଧ୍ୟରେ ଥିବା ପ୍ରକଳ୍ପ ଗୁଡିକ ତ୍ବରୀତ ମଞ୍ଜୁର କରିଥାଆନ୍ତି। ପୂର୍ବରୁ ପଞ୍ଚାୟତ ସ୍ତରରେ ମଞ୍ଜୁର କରାଯାଉଥିଲା ବେଳେ ଏବେ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବା ଆରମ୍ଭ ହୋଇଛି।

Other News