ମୁଖ୍ୟମନ୍ତ୍ରୀ ପାଇଁ ଶୁଭେଚ୍ଛାର ସ୍ରୋତ

Wishes pour in for CM Naveen Patnaik

ଆଉଟଲୁକ୍ ସ୍ପିକଆଉଟ୍ ଦ୍ବାରା ଶ୍ରେଷ୍ଠ ପ୍ରଶାସକ ଆୱାର୍ଡ ଜିତିବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ଶୁଭେଚ୍ଛାର ସ୍ରୋତ ଆସିବାରେ ଲାଗିଛି।ସୋମବାର ଦିନ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭିନ୍ନ୍ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ  ସ୍ବାଗତ କରାଯିବା ସହିତ ଓ ଶୁଭେଚ୍ଛାର ସ୍ରୋତ ଲାଗିରହିଥିବାର ଦେଖିବାକୁ ମିଳିଥିଲା।

Other News