କଂଗ୍ରେସକୁ ଶକ୍ତ ଧକ୍କା, ପ୍ରଦୀପ ଦିଶାରୀଙ୍କ ଦଳରେ ଯୋଗ ଦାନ

Jolt to Congress, Pradeep Disari joined the Party

 Published : ଓଡ଼ିଶା ସନ୍ ଟାଇମ୍ସ

/  

12-Mar-2019  

କଳାହାଣ୍ଡିର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ଦିଶାରୀ ତାଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ, ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ଦଳରେ ଯୋଗ ଦେଇଛନ୍ତି। ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି “ପ୍ରଦୀପ ଦିସାରି ଦଳରେ ଯୋଗ ଦେଇ ଥିବାରୁ ମୁଁ ବହୁତ ଖୁସି। ଏହି ମିଶ୍ରଣ ଫଳରେ କଳାହାଣ୍ଡି ଜିଲ୍ଲାରେ ଦଳ ଅଧିକ ସୁଦୃଢ ହେବ”।

Other News