କେସିଆର କହିଲେ ନବୀନ ପଟ୍ଟନାୟକ ଜଣେ ପ୍ରଭାବୀ ବ୍ୟକ୍ତି ଓ ଦେଶପାଇଁ ରୋଲ ମଡେଲ

KCR called Naveen Patnaik a tall personality and  role model

 Published : ଓଡ଼ିଶା ସନ୍ ଟାଇମ୍ସ

/  

24-Dec-2018  

ତେଲେଙ୍ଗନା ରାଷ୍ଟ୍ରୀୟ ସମିତିର ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ପ୍ରଭାବୀ ରାଜନେତା ଓ ଦେଶପାଇଁ ସେ ରୋଲ ମଡେଲ ବୋଲି କହିଛନ୍ତି। ତାଙ୍କ ନେତୃତ୍ବରେ ଚଲିଥିବା ସରକାର ଓଡ଼ିଶାରେ ଅନେକ ବିକାଶ କାର୍ଯ୍ୟ କରିଛି ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ.

Other News