ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଜାତି କ୍ରୀଡା ପ୍ରତିଯୋଗିତା ଉଦଘାଟିତ

Odisha CM inaugurated Tribal Sports Meet, a first of its kind

 Published : ଓଡିଶା ସନ୍ ଟାଇମ୍ସ

/  

18-Dec-2017  

ଜନଜାତି ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତି କ୍ରୀଡା ପ୍ରତିଯୋଗିତା-୨୦୧୭କୁ ଉଦଘାଟନ କରିଛନ୍ତି। ସଚିବାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ସଙ୍ଗେ କୋରାଫୁଟର ସିମିଳିଗୁଡା,ମୟୁରଭଞ୍ଜର ଉଦଳା,ସୁନ୍ଦରଗଡର ସଦରବ୍ଲକ ଆଦି ସ୍ଥାନରେ ଏହି ପ୍ରତିଯୋଗିତାର ଉଦଘାଟନ କରିଥିଲେ।

Other News