Published : ଆଉଟଲୁକ
/30-Aug-2018
ପୂର୍ବତନ ମହାଲେଖାକାର ଅମର ପଟ୍ଟନାୟକ ଅମର ପଟ୍ଟନାୟକ ବିଜୁ ଜନତା ଦଳରେ ବୁଧବାର ଦିନ ଯୋଗ ଦେଇଛନ୍ତି। ନବୀନ ନିବାସ ଠାରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ଦଳରେ ସେ ମିଶିଛନ୍ତି। ମିଶ୍ରଣ ପରେ ଦଳର ସଭାପତି ତାଙ୍କୁ ଦଳର ଆଇ ଟି ସେଲର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।