ବିଜେଡିରେ ମିଶିଲେ ରେଂଗାଲିର ବହୁ ବିଜେପି ଓ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ ରେଂଗାଲିର ବହୁ ବିଜେପି ଓ କଂଗ୍ରେସ କର୍ମୀ

 Published : Sambad

/  

05-May-2022  

ବୁଧବାର ଦିନ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରେଂଗାଲି ବିଧାନସଭା କ୍ଷେତ୍ରର ବହୁ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜକୁମାରୀ ଓରାମଙ୍କ ସହିତ ବର୍ତ୍ତମାନର ୪ ଜଣ ସମିତି ସଭ୍ୟ, ୨ ଜଣ ସରପଞ୍ଚ, ୧୧ ଜଣ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଅନ୍ୟ ଦଳର ଶତାଧିକ ରାଜନୈତିକ କର୍ମୀ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।

ଅଧିକା ପଢ଼ନ୍ତୁ - http://www.sambad.in/state/many-bjp-and-congress-workers-from-rengali-joined-the-bjd-813777/

Other News