କେନ୍ଦ୍ର ବିଭିନ୍ନ ଯୋଜନାର ସହାୟତା ରାଶି ହ୍ରାସକଲେ ମଧ୍ୟ ଆମେ ଯୋଜନା ଚଳାଇ ରଖିଛୁ: ନବୀନ

We continued schemes despite Central aid cut: Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

07-Apr-2019  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସହାୟତା ଅର୍ଥ ବନ୍ଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି।  ସେ କହିଛନ୍ତି ଓଡ଼ିଶା ସରକରରଙ୍କ ଦ୍ବାରା ପ୍ରଚଳନ କରାଯାଇଥିବା ଆହାର ଯୋଜନା,  ଓ ଗରୀବ ଉପଭୋକ୍ତାଙ୍କ ପାଇଁ ଟଙ୍କିକିଆ ଚାଉଳ ଯୋଜନାରେ କେନ୍ଦ୍ର ସରକାର  ସହାୟତା ପ୍ରଦାନ ନକଲେ ମଧ୍ୟ ରାଜ୍ୟ ସରକାର  ସେହି ସବୁ ଯୋଜନାକୁ ଚଳାଇ ରଖିବେ। ରାୟଗଡ଼ା ଜିଲ୍ଲାର ଗୁଣୁପୁରଠାରେ ଓ ଗଜପତି ଜିଲ୍ଲାର ମୋହନା ଠାରେ ନିର୍ବାଚନ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

Other News