Published : ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/11-Jan-2017
ରାଜ୍ୟରେ ପୁଞ୍ଜି ବିନିଯୋଗକୁ ପ୍ରକିୟାକୁ ଅଧିକ ସହଜ କରିବା ପାଇଁ ସରକାରଙ୍କ ଉଦ୍ୟମ ଆରମ୍ଭ ହୋଇଛି। ଓଡିଶାରେ ପୁଞ୍ଜି ବିନିବେଶ ପ୍ରକିୟାକୁ ଅଧିକ ସହଜ, ସରଳ ଓ ସମସ୍ୟା ବିହୀନ କରିବା ସହିତ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଅଧିକ ପଦକ୍ଷେପ ଗ୍ରହଣ କରିବାପାଇଁ ସରକାରୀ ସ୍ତରରେ ଗୁରୁତ୍ବାରୋପ କରାଯାଇଛି।