କାଳିଆ ଯୋଜନାରେ ଓଡ଼ିଶା ଆଉ ୧୦ ଲକ୍ଷ ଚାଷୀଙ୍କୁ ଅର୍ନ୍ତଭୁକ୍ତ କଲା

Odisha included another 10 lakh farmers under KALIA scheme

 Published : ଓଡ଼ିଶା ସନ୍ ଟାଇମ୍ସ

/  

27-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟସରକାର ଆଉ ୧୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ କାଳିଆ ଯୋଜନାରେ ଅର୍ନ୍ତଭୂକ୍ତ କରିବା ପାଇଁ ମଞ୍ଜୁର କରିଛନ୍ତି।

Other News