Published : ଓଡ଼ିଶା ସନ୍ ଟାଇମ୍ସ
01-Jun-2019
ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ଷୋଡ଼ଶ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।