ମୁଖ୍ୟମନ୍ତ୍ରୀ ଙ୍କ ସୂଚନା ବିଜେଡି, କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷାକରିବ

C M said BJD to maintain equal distance from Congress and BJP

 Published : ଦି ଟେଲିଗ୍ରାଫ

/  

16-Mar-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଫୁଣିଥରେ ସ୍ପଷ୍ଟ କରିଦେଇଛନ୍ତି ଯେ ବିଜେଡି ପୂର୍ବଭଳି କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷାକରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୂଆ ଦିଲ୍ଲୀ ଗସ୍ତରେ ଥିଲାବେଳେ, ଉତ୍ତର ପ୍ରଦେଶ ନିର୍ବାଚନପରେ ଏନ୍ ଡିଏ ସରକାରଙ୍କ ପ୍ରତି ବିଜେଡିର ଆଭିମୁଖ୍ୟ କଣ ରହିବ ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସାମ୍ବାଦିକ  ମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିଲେ।

Other News