ବିମୁଦ୍ରୀକରଣ ମହାନଦୀ ଏବଂ ପୋଲାଭରମ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଭେଟିଲେ ପ୍ରଧାନମନ୍ତ୍ରୀଙ୍କୁ

CM meets PM demonetization, Mahanadi & Polavaram issue

 Published : ଓଡିଶା ନିୟୁଜ ୩୬୦

/  

21-Nov-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷତ କରି ବିମୁଦ୍ରୀକରଣ ପରେ ରାଜ୍ୟରେ ସୃଷ୍ଟ ସମସ୍ୟା, ମହାନଦୀ ଓ ପୋଲାଭରମ ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ବିମୁଦ୍ରୀକରଣପରେ ଅଚଳନୋଟ ବଦଳ ପାଇଁ ଦେଖାଯାଇଥିବା ସମସ୍ୟାଦୂର କରିବା ପାଇଁ ଜିଲ୍ଲାସ୍ତରରେ ଥିବା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡିକୁ ନୋଟ ବଦଳାଇବା ପାଇଁ ସୁଯୋଗ ପ୍ରଦାନ କରବା ଓ ଆଦିବାସୀ ମାନଙ୍କ କ୍ଷେତ୍ରରେ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ଜମାକରିବା ପାଇଁ ପ୍ୟାନକାର୍ଡ ବ୍ୟବସ୍ଥାକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Other News