ମୁଖ୍ୟମନ୍ତ୍ରୀଙ୍କ ରାଜନାଥ ସିଂହଙ୍କୁ ପତ୍ର,ଭୁବନେଶ୍ବର ବିମାନ ବନ୍ଦରକୁ ଇ-ଭିସା ସୁବିଧା ଯୋଗାଇଦିଅ

CM urges Rajnath Singh for e-Visa at Bhubaneswar airport

 Published : ଓଡିଶା ସନ୍ ଟାଇମ୍ସ

/  

11-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଇ-ଭିସା ସୁବିଧା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Other News