ଅନୁଗୁଳଠାରେ ଖୁବଶିଘ୍ର ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଆଲୁମିନିୟମ ପାର୍କ

Soon Angul to get an ultra-modern Aluminium Park

 Published : ଓଟିଭି

/  

09-Jul-2017  

ଅନୁଗୁଳଠାରେ  ଖୁବଶିଘ୍ର ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଆଲୁମନିୟମ ପାର୍କ। ସ୍ମେଲଟରରୁ ସିଧାସଳଖ ତରଳ ଆଲୁମିନିୟମ ଆନୁସଙ୍ଗିକ ଶିଳ୍ପ ଗୁଡିକୁ ଯୋଗାଇଦେବା କ୍ଷେତ୍ରରେ ଏସିଆ ମହାଦେଶରେ ଏହା ହେବ ପ୍ରଥମ ଆଲୁମିନିୟମ ପାର୍କ । ଏହି ପାର୍କ ୧୮୦ କୋଟି ଟଙ୍କା ବିନିଯୋଗରେ ୨୨୩ ଏକର ପରିମିତ ଜମିରେ ପ୍ରତିଷ୍ଠା ହେବ । ଏହି ପାର୍କରେ ପ୍ରତିଷ୍ଠା ହେବାକୁ ଥିବା ଆନୁସଙ୍ଗିକ ଶିଳ୍ପ ଗୁଡିକରେ ୧୫ ହଜାର ନିଯୁକ୍ତିର ସୁଯୋଗ ସୃଷ୍ଟିହେବ।

Other News