ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ହକି ମେନ୍ସ ୱାଲ୍ଡକପର ଟ୍ରଫି ଉନ୍ମୋଚନ କଲେ

CM unveiled Hockey Men’s World Cup Trophy amid loud cheer

 Published : ଓଡ଼ିଶା ସନ୍ ଟାଇମ୍ସ

/  

13-Nov-2018  

କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିପୁଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ଓଡ଼ିଶା ମେନ୍ସ ହକି ୱାଲ୍ଡକପ ଟ୍ରଫିର ଉନ୍ମୋଚନ କରିଛନ୍ତି। ୱାଲ୍ଡକପ ହକି ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

Other News