Published : ଓଡ଼ିଶା ସନ୍ ଟାଇମ୍ସ
19-Feb-2019
ନିକଟରେ ମୁମ୍ବାଇ ଠାରେ ଅନୁଷ୍ଠିତ “ବିଶ୍ବ ଏମଆଇସିଇ ଆଣ୍ଡ ଲଗଜରୀ ଟ୍ରାଭଲସ୍ କଂଗ୍ରେସ” ପକ୍ଷରୁ ରାଯ୍ୟ ପର୍ଯ୍ୟଟନ ବିଭାଗର ଉଲ୍ଲେଖନୀୟ ସେବା ପାଇଁ “ଟୁରିଜିମ୍ ଲିଡରସିପ୍ ଆୱାଡ ” ଓଡ଼ିଶାକୁ ପ୍ରଦାନ କରାଯାଇଛି।