ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ: ମୁଖ୍ୟମନ୍ତ୍ରୀ

Damas allegations ridiculous: CM

 Published : ଓରିଶାପୋଷ୍ଟ

/  

13-Sep-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଜୁ ଜନତା ଦଳର ବହିସ୍କୃତ ନେତା ଦାମୋଦର ରାଉତ ଦୁର୍ନିତୀ ସମ୍ପର୍କରେ ଯୋଉଁ ଅଭିଯୋଗ କରିଛନ୍ତି ତାହା ହାସ୍ୟାସ୍ପଦ ଘଟଣା। ଦାମବାବୁ ସର୍ବଦା ଦାୟିତ୍ବହୀନ ମନ୍ତ୍ୟବ୍ୟ ଦେଇଥାଆନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News