ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସ୍ଵତନ୍ତ୍ର ଜନଜାତି ଷ୍ଟୋର ‘ଆଦିଶା’ ଉଦ୍‌ଘାଟିତ

CM Naveen Patnaik inaugurates revamped tribal retail outlet in Odisha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମର ମୁଖ୍ୟାଳୟରେ ସ୍ଥାପିତ ସ୍ବତନ୍ତ୍ର ଜନଜାତି ଷ୍ଟୋର ‘ଆଦିଶା’ ଉଦ୍‌ଘାଟିତ ହୋଇଛି। ଏଠାରେ ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତଥା ଲଘୁ ବନଜାତ ଦ୍ରବ୍ୟ, ବଳକା କୃଷି ଉତ୍ପାଦିତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ହସ୍ତକଳା, ଅଳଙ୍କାର, ମସଲା, ଚିତ୍ରକଳା, ଖାଦ୍ୟ ସାମଗ୍ରୀ, ବିସ୍କୁଟ, ପିଠା, ପାଉଁରୁଟି ପ୍ରଭୃତି ଉପଲବ୍ଧ ହେବ।

Other News