ରାଜ୍ୟରେ କରୋନାଭାଇରସ୍ ମହାମାରୀ ମୁକାବିଲା ପାଇଁ ଦୁଇ ଶହ କୋଟି ଟଙ୍କା ଅନୁମୋଦନ

CM Naveen announces Rs 200 crore to fight Corona

 Published : ଦି ନ୍ୟୁଜରୁମ

/  

15-Mar-2020  

ରାଜ୍ୟରେ କରୋନାଭାଇରସ୍ ମହାମାରୀ ମୁକାବିଲା ପାଇଁ ଦୁଇ ଶହ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ| ଏହି ପାଣ୍ଠି କରୋନାଭାଇରସ୍ ମହାମାରୀ ମୁକାବିଲା ଦୃଷ୍ଟିରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ବ୍ୟବହୃତ ହେବ | କରୋନା ଯାଞ୍ଚ ପାଇଁ ଅନ୍ୟାନ୍ୟ ଅନେକ ପଦକ୍ଷେପ ମଧ୍ୟ ନିଆଯିବ | ସଂକ୍ରମଣ ରୋକିବା ପାଇଁ ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ ଇତ୍ୟାଦି ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।

Other News