ବିଜେଡିର ଆରମ୍ଭ କରିବ ଆମ ସହର ଆମ ଉନ୍ନତି ଅଭିଯାନ

BJD to launch Aama Sahara, Ama Unnati programme

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମକ ସମ୍ପର୍କରେ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବସବାସ କରୁଥିବା ନାଗରିକ ମାନଙ୍କୁ ଅବଗତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହେବ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ସରକାରଙ୍କ ଦ୍ବାରା କରାଯାଇଥିବା ଭିତ୍ତିଭୂମିର ବିକାଶ, ଜୀବନ ଓ ଜୀବିକା ଓ ସାମାଜିକ କ୍ଷେତ୍ର ଆଦିରେ ହୋଇଥିବା ଭଲକାମ ସମ୍ପର୍କରେ ଅବଗତ କରାଇବାର ଲକ୍ଷ୍ୟ ରଖାଯାଇଛି।

Other News