ମହିଳା ଉଦ୍ୟୋଗୀଙ୍କ ପାଇଁ ଅନୁଷ୍ଠିତ ଫୋସବୁକ୍ କର୍ମଶାଳାକୁ ଉଦଘାଟନ କଲେ ମୁଖ୍ୟମନ୍ତୀ

CM inaugurates Facebook workshop for women Entrepreneurs

 Published : ଓଟିଭି

/  

10-Aug-2017  

ମହିଳା ଉଦ୍ୟୋଗୀ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ଆୟୋଜିତ ଡିଜିଟାଲ ମାରକେଟିଂ ଦକ୍ଷତା କମଁଶାଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ପୂର୍ବରୁ  ଥ୍ରୀ ଟି  ଯଥା ଟେକ୍ନୋଲୋଜି, ଟିମ୍‌ୱାର୍କ ଏ‍ବଂ ଟ୍ରାନ୍ସପରେନ୍ସି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ବୋଲି ପୂର୍ବରୁ ସୂଚନା ଦେଇଥିଲି। ଏହି କର୍ମଶାଳାରେ ମହିଳା ଉଦ୍ୟୋଗୀ ଏବଂ ମିଶନ ଶକ୍ତି  ଗ୍ରୃଫର ସମାବେଶ ଦେଖି ମନେହୁ ରାଜ୍ୟ ଠିକ୍ ମାର୍ଗରେ ଅଗ୍ରସର ହୋଉଛି।

Other News