ମାଲକାନଗିରି ପାଇଁ ଭାସମାନ ଚିକିତ୍ସାଳୟ

Floating hospital for Malkangiri

 Published : ଟାଇମ୍ସ ଅଫ ଇଣ୍ଡିଆ

/  

03-May-2017  

ମାଲକାନଗିରିର ବାଲିମେଳା ଜଳଭଣ୍ଡାରର ସଲଗ୍ନ ବିଛିନ୍ନାଞ୍ଚଳର ୧୫୧ ଟି ଗ୍ରାମର ୨୦ ହଜାର ଲୋକଙ୍କ ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ  ଏକ ଭାସମାନ ଭ୍ରାମ୍ୟମାଣ ଚିକିତ୍ସାଳୟର ଶୁଭାରମ୍ଭ କରାଯାଇଛି । ଏହି ଚିକିତ୍ସାଳୟର ନାମ  ଗୁରୁପ୍ରିଆ ରଖାଯାଇଛି। ଏଥିରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ରହିଛି। 

Other News