ବରପାଲିର ୮ କଂଗ୍ରେସ ନେତାଙ୍କ ବିଜେଡିରେ ଯୋଗଦାନ

8 Congress leaders of Barpali joined BJD

ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନ ଏ ସି) ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହିତ ୬ ଜଣ କଂଗ୍ରେସ କଉନସିଲର ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳରେ ଯୋଗ ଦେଇଥିବା ଏନ ଏ ସିର ଅଧ୍ୟକ୍ଷା ମିନା ସେଠ୍, ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରୀପାଠୀଙ୍କ ସମେତ ଯୋଗ ଦେଇଥିବା ଅନ୍ୟ ନେତା ମାନଙ୍କୁ ନବୀନ ନିବାସରେ ସ୍ବାଗତ କରିଥିଲେ। 

Other News