ଦାଦନ ରୋକିରବା ପାଇଁ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରୀତ

State government and Tata Trusts sign MOU to reduce migration

ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟାଟା ଟ୍ରଷ୍ଟ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଦାଦନ ଅଞ୍ଚଳର ୩୦ ଟି ପଞ୍ଚାୟତର ଦାଦନ ଶ୍ରମିକ ଙ୍କୁ ନେଇ ସେମାନଙ୍କ ଜୀବନ ଓ ଜୀବିକା ପାଇଁ  ଏକ ସ୍ବତନ୍ତ୍ର ଯୋଜନା ପସ୍ତୁତ କରାଯାଇଛି।

Other News