ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

CM condoled death of former Defence Minister George Fernandes

 Published : ଓଡିଶା ସନ୍ ଟାଇମ୍ସ

/  

29-Jan-2019  

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଫର୍ଣ୍ଣାଡିସଙ୍କ ବିୟୋଗରେ ଦେଶ ଜଣେ ବୁଦ୍ଧିଜିବୀ ଓ ରାଜନୈତିକ ବ୍ୟକ୍ତିଙ୍କୁ ହରାଇଲା।

Other News