Published : ଓଡ଼ିଶାବାଇଟ୍
03-May-2018
ଓଡ଼ିଶାରେ ବିଜୁ ଜନତା ଦଳ ସରକାରର ଚତୃର୍ଥ ପାଳିର କାର୍ଯ୍ୟକାଳ ପୁରଣ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମେ ୮ ତାରିଖରୁ ସମୀକ୍ଷା କରିବେ।