ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟର ଅନୁଗାମୀଙ୍କ ସଂଖ୍ୟା ୫ ଲକ୍ଷ ଟପିଲା

CMs followers cross five lakhs on twitter

 Published : ଓଡିଶା ସନ୍ ଟାଇମ୍ସ

/  

07-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟରରେ ଅନୁଗାମୀଙ୍କ ସଂଖ୍ୟା ୫ ଲକ୍ଷକୁ ଅତିକ୍ରମ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସ୍ଥିତି ବେଶ୍ ସୁଦୃଢ ରହିଥିବା ପ୍ରତିପାଦିତ କରିଛି।

Other News