ମୁଖ୍ୟମନ୍ତ୍ରୀଙ୍କ ଦାବୀ, ଓଡ଼ିଶାରେ ରେଳବାଇର ପୁର୍ନଗଠନ କର

CM urged reorganisation of railways in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

02-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ରେଳବାଇ କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶ ପାଇଁ ସ୍ବତନ୍ତ୍ର ଜୋନ ସୃଷ୍ଟି କରିବା ପରେ ରେଳବାଇ କ୍ଷେତ୍ରରେ ଓଡ଼ିଶାରେ ପୁର୍ନଗଠନ କରିବା ପାଇଁ ଦାବି କରିଛନ୍ତି।

Other News