ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ମାନଙ୍କରେ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ

5 percent seat reservation for Divyang students in Odisha colleges

 Published : ଓଡିଶା ସନ୍ ଟାଇମ୍ସ

/  

29-Jul-2017  

ଦିବ୍ୟାଙ୍କ ଛାତ୍ର ଛତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟର ମହାବିଦ୍ୟାଳୟ ମାନଙ୍କରେ  ୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ପାଇଁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଥାନ ସଂରକ୍ଷଣ ସ୍ବଂୟ ଶାସିତ, ଡିଗ୍ରୀ ଏବଂ ଯୁକ୍ତ ଦୁଇ ଜୁନିଅର କଲେଜ ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Other News