ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଳିଙ୍ଗ ନଗର ମହୋତ୍ସବ ଉଦଘାଟିତ

CM inaugurated Kalinga Nagar fest

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କଳିଙ୍ଗନଗର ମହୋତ୍ସବ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଏହି ମହୋତ୍ସବ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ କଳାକୁ ବିଶ୍ବଦରବାରରେ ପହଞ୍ଚାଇବ।

Other News